ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ବୀର ସୈନିକଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 04 DEC 2024 10:06AM by PIB Bhubaneswar

ନୌସେନା ଦିବସରେ ଭାରତୀୟ ନୌସେନାର ବୀର କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କର ପ୍ରତିବଦ୍ଧତା ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି, ଯେଉଁମାନେ ଆମ ଦେଶର ସୁରକ୍ଷା, ନିରାପତ୍ତା ଏବଂ ସମୃଦ୍ଧତାକୁ ସୁନିଶ୍ଚିତ କରୁଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ନୌସେନା ଦିବସରେ, ଆମେ ଭାରତୀୟ ନୌସେନାର ବୀର ସୈନିକମାନଙ୍କୁ ସଲାମ କରୁଛୁ, ଯେଉଁମାନେ ଅଦମ୍ୟ ସାହସ ଏବଂ ସମର୍ପଣର ସହିତ ଆମ ସମୁଦ୍ରକୁ ରକ୍ଷା କରନ୍ତି । ସେମାନଙ୍କର ପ୍ରତିବଦ୍ଧତା ଆମ ଦେଶର ନିରାପତ୍ତା, ସୁରକ୍ଷା ଏବଂ ସମୃଦ୍ଧତାକୁ ସୁନିଶ୍ଚିତ କରନ୍ତି । ଭାରତର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ମଧ୍ୟ ଆମେ ଗର୍ବିତ ।”

 

SR   


(रिलीज़ आईडी: 2080481) आगंतुक पटल : 54
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam