ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ନାରାୟଣଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 NOV 2024 3:04PM by PIB Bhubaneshwar
ଭାରତୀୟ ରାଜନୀତି ତଥା ସମାଜ ସେବା କ୍ଷେତ୍ରରେ ବେଶ୍ ଲୋକପ୍ରିୟ ବିଶିଷ୍ଟ ବ୍ୟକ୍ତି ଶ୍ରୀ ନାରାୟଣଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
ଏକ୍ସରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି :
“ରାଜନୀତି ଏବଂ ସମାଜ ସେବାରେ ଅମୂଲ୍ୟ ଅବଦାନ ରଖିଥିବା ଶ୍ରୀ ନାରାୟଣଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ସେ ବିଜେପିର ସର୍ବ ପୁରାତନ ତଥା ପରିଶ୍ରମୀ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ, ଯାହାକୁ ଆମେ ଭୁଲାଇ ଭାଇ ନାମରେ ବୋଲି ମଧ୍ୟ ଜାଣିଛୁ । ଜନ କଲ୍ୟାଣ ସହ ଜଡିତ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହି ଦୁଃଖ ସମୟରେ ମୁଁ ତାଙ୍କ ପ୍ରଶଂସକ ଏବଂ ପରିବାର ସଦସ୍ୟଙ୍କୁ ମୋର ସମବେଦନା ଜଣାଉଛି । ଓମ୍ ଶାନ୍ତି !”
SR
(ରିଲିଜ ଆଡି: 2078240)
ପରିଦର୍ଶକ କାଉଣ୍ଟର : 44
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam