ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ବିଲିୟାର୍ଡ୍ସ ଚମ୍ପିଆନ ୨୦୨୪ର ବିଜୟୀ ହୋଇଥିବା ପଙ୍କଜ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 12 NOV 2024 4:03PM by PIB Bhubaneshwar

ବିଶ୍ୱ ସ୍ନୁକର ଚାମ୍ପିୟନସିପସ ୨୦୨୪ରେ ବିଜୟୀ ହୋଇ ଏକ ଅଭୂତପୂର୍ବ ଉପଲବ୍ଧି ହାସଲ କରିଥିବାରୁ ପଙ୍କଜ ଆଡଭାନୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଅଭୂତପୂର୍ବ ଉପଲବ୍ଧି! ତୁମକୁ ଅଭିନନ୍ଦନ! ତୁମର ସମର୍ପଣ ଭାବନା, ଇଚ୍ଛାଶକ୍ତି ଏବଂ ପ୍ରତିବଦ୍ଧତା ଅନନ୍ୟ । ଉତ୍କର୍ଷତା କଣ ତୁମେ ତାହା ବାରମ୍ବାର ପ୍ରଦର୍ଶନ କରିଛ । ତୁମ ସଫଳତା ଆଗାମୀ ଦିନର କ୍ରୀଡ଼ାବିତମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।@PankajAdvani247 ”

SR


(रिलीज़ आईडी: 2072981) आगंतुक पटल : 58
इस विज्ञप्ति को इन भाषाओं में पढ़ें: Telugu , Tamil , Malayalam , Bengali , English , Urdu , Marathi , हिन्दी , Assamese , Manipuri , Punjabi , Gujarati , Kannada