ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜମ୍ମୁ କାଶ୍ମୀରର ବିଧାୟକ ଦେବେନ୍ଦ୍ର ସିଂହ ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 NOV 2024 9:14AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କାଶ୍ମୀରର ବିଧାୟକ ଶ୍ରୀ ଦେବେନ୍ଦ୍ର ସିଂହ ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ଶ୍ରୀ ଦେବେନ୍ଦ୍ର ସିଂହ ରାଣାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ସେ ଜଣେ ଅନୁଭବି ନେତା ଥିଲେ, ଯିଏ ଜମ୍ମୁ କାଶ୍ମୀରର ଅଗ୍ରଗତି ଦିଗରେ ଯତ୍ନବାନ ଥିଲେ ସେ ନିକଟରେ ବିଧାନସଭା ନିର୍ବାଚନରେ ଜିତିଥିଲେ ଏବଂ ଜମ୍ମୁ କାଶ୍ମୀରରେ ବିଜେପିକୁ ମଜବୁତ କରିବା ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲ ଦୁଃଖର ଏହି ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ସହ ମୋର ସମବେଦନା ରହିଛି ଓମ୍ ଶାନ୍ତି

 

 

SR


(रिलीज़ आईडी: 2070083) आगंतुक पटल : 70
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam