ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାୟଗଡ଼ ଛତ୍ରପତି ଶିବାଜୀ ମହାରାଜଙ୍କ ମହାନତା ଇଓ ବୀରତାର ଉଦାହରଣ, ସାହସ ଏବଂ ନିର୍ଭୟତାର ପର୍ଯ୍ୟାୟ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 31 OCT 2024 10:58AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାୟଗଡ଼ର ଉଦାହରଣ ଦେଇ ଏହାର ସ୍ୱତନ୍ତ୍ର ବୀରତ୍ୱ ଏବଂ ଏହା ପ୍ରତି ଛତ୍ରପତି ଶିବାଜୀ ମହାରାଜଙ୍କ ଅସାଧାରଣ ରଣନୀତିକ ପ୍ରତିଭା ତଥା ନେତୃତ୍ୱର ପ୍ରଶଂସା କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ରାୟଗଡ଼କୁ ଗୌରବ ପ୍ରଦାନ କରାଯାଇଥିବାରୁ ତାଙ୍କୁ ଖୁସି ଲାଗୁଛି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ରାୟଗଡ଼ ଛତ୍ରପତି ଶିବାଜୀ ମହାରାଜଙ୍କ ମହାନତା ଏବଂ ବୀରତାର ଉଦାହରଣ । ଏହା ସାହସ ଓ ନିର୍ଭୟତାର ପର୍ଯ୍ୟାୟ । ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ରାୟଗଡ଼କୁ ଗୌରବର ସ୍ଥାନ ମିଳିଛି ।”

SR


(ରିଲିଜ ଆଡି: 2069940) ପରିଦର୍ଶକ କାଉଣ୍ଟର : 74