ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉଡାନର ୮ମ ବାର୍ଷିକୀ ପାଳନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
प्रविष्टि तिथि:
21 OCT 2024 12:31PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଡାନ (ଉଡେ ଦେଶ୍ କେ ଆମ୍ ନାଗରିକ୍) ଯୋଜନାର ୮ମ ବାର୍ଷିକୀ ପାଳନ କରିଛନ୍ତି, ଯାହା ଭାରତର ବିମାନ ଚଳାଚଳ କ୍ଷେତ୍ରରେ ବିପ୍ଳବ ଆଣିଦେଇଛି।
ଏହି ଫ୍ଲାଗସିପ୍ ପଦକ୍ଷେପର ପ୍ରମୁଖ ପ୍ରଭାବ ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଆଜି ଆମେ ଉଡାନର ୮ ବର୍ଷ ପୂର୍ତ୍ତୀ ପାଳନ କରୁଛୁ, ଯାହା ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ବଦଳାଇ ଦେଇଛି । ବିମାନ ବନ୍ଦର ସଂଖ୍ୟା ବୃଦ୍ଧି ଠାରୁ ଅଧିକ ବିମାନ ମାର୍ଗ ପର୍ଯ୍ୟନ୍ତ ଏହି ଯୋଜନା କୋଟି କୋଟି ଲୋକଙ୍କ ପାଇଁ ଉଡାଣ ସୁବିଧା ଉପଲବ୍ଧ କରାଇ ପାରିଛି । ଏଥିସହ ଏହା ବାଣିଜ୍ୟ ଏବଂ ବ୍ୟାପାର ବୃଦ୍ଧି କରିବା ସହ ଆଞ୍ଚଳିକ ଅଭିବୃଦ୍ଧିକୁ ମଧ୍ୟ ପ୍ରଭାବିତ କରିଛି । ଆଗାମୀ ସମୟରେ ଆମେ ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ମଜବୁତ କରିବା ସହ ଲୋକମାନଙ୍କ ପାଇଁ ଉନ୍ନତ ମାନର ଯୋଗାଯୋଗ ଏବଂ ଆରାମ ଉପରେ ଧ୍ୟାନ ଦେବୁ ।”
SR
(रिलीज़ आईडी: 2066659)
आगंतुक पटल : 79
इस विज्ञप्ति को इन भाषाओं में पढ़ें:
English
,
Bengali
,
Urdu
,
Marathi
,
हिन्दी
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam