ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାୟୁସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 08 OCT 2024 9:09AM by PIB Bhubaneshwar

ବାୟୁସେନା ଦିବସରେ ଭାରତର ବୀର ବାୟୁ ସୈନିକ ମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଆମର ବୀର ବାୟୁ ଯୋଦ୍ଧା ମାନଙ୍କୁ ବାୟୁସେନା ଦିବସର ଅଭିନନ୍ଦନ । ସାହସ ଓ ପେସାଦାର ମନୋବୃତ୍ତି ପାଇଁ ଆମ ବାୟୁସେନା ପ୍ରଶଂସାର ପାତ୍ର । ଦେଶକୁ ରକ୍ଷା କରିବା ଦିଗରେ ସେମାନଙ୍କ ଭୂମିକା ପ୍ରଶଂସନୀୟ ।”

SR


(रिलीज़ आईडी: 2063180) आगंतुक पटल : 65
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Manipuri , Bengali-TR , Assamese , Bengali , Punjabi , Gujarati , Tamil , Kannada , Malayalam