ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାମୂହିକ ଉଦ୍ୟମ ସାମାଜିକ ପରିବର୍ତ୍ତନ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବ : ପ୍ରଧାନମନ୍ତ୍ରୀ

Posted On: 03 OCT 2024 8:50AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାମୂହିକ ଉଦ୍ୟମକୁ ପ୍ରଶଂସା କରିବା ସହ ସମାଜର ପରିବର୍ତ୍ତନ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବ ବୋଲି କହିଛନ୍ତି ।

ଏକ୍ସରେ ସ୍ୱଚ୍ଛ ଭାରତର ୧୦ ବର୍ଷର ଯାତ୍ରା ଉପରେ ନ୍ୟୁଜ ୧୮ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ଭିଡିଓ ପୋଷ୍ଟକୁ ଶେୟାର କରି ସେ କହିଛନ୍ତି;

“ସାମୂହିକ ଉଦ୍ୟମ ସାମାଜିକ ପରିବର୍ତ୍ତନ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବ । ସ୍ୱଚ୍ଛ ଭାରତର ୧୦ ବର୍ଷର ଯାତ୍ରାର ଏହା ଏକ ବଡ ନିଦର୍ଶନ । ଏହାକୁ ନିଶ୍ଚୟ ଦେଖନ୍ତୁ......

#10YearsOfSwachhBharat”

 

SR      


(Release ID: 2061506)