ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ମନ୍ କୀ ବାତ୍‌’ରେ ସ୍ୱଚ୍ଛତା ସବୁଠାରୁ ଅଧିକ ଚର୍ଚ୍ଚା ହୋଇଥିବା ବିଷୟ ମଧ୍ୟରୁ ଅନ୍ୟତମ: ପ୍ରଧାନମନ୍ତ୍ରୀ



ପ୍ରଧାନମନ୍ତ୍ରୀ ଭାରତକୁ ସ୍ୱଚ୍ଛ କରିବା ଦିଗରେ କାମ କରୁଥିବା ଲୋକଙ୍କ ଜୀବନ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କଲେ

Posted On: 02 OCT 2024 5:56PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଏହି ତଥ୍ୟକୁ ରେଖାଙ୍କିତ କରିଛନ୍ତି ଯେ, ‘ମନ୍ କୀ ବାତ୍ରେ ସ୍ୱଚ୍ଛତା ସବୁଠାରୁ ଅଧିକ ଚର୍ଚ୍ଚା ହୋଇଥିବା ପ୍ରସଙ୍ଗରୁ ଅନ୍ୟତମ

ଏକ୍ସରେ narendramodi_in ହ୍ୟାଣ୍ଡଲରେ ଏକ ପୋଷ୍ଟରେ ଲେଖି ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:

ବାସ୍ତବରେମନ୍ କୀ ବାତ୍ରେ ସ୍ୱଚ୍ଛତା ସବୁଠାରୁ ଅଧିକ ଚର୍ଚ୍ଚା ହୋଇଥିବା ପ୍ରସଙ୍ଗରୁ ଅନ୍ୟତମ ଆମେ ଭାରତକୁ ସ୍ୱଚ୍ଛ କରିବା ଦିଗରେ କାମ କରୁଥିବା ଅନୁକରଣୀୟ ଲୋକମାନଙ୍କ ଜୀବନୀ ଉପରେ ଆଲୋକପାତ କରିଛୁ #10YearsOfSwachhBharat

SR



(Release ID: 2061284) Visitor Counter : 18