ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ‘ଦ ୱାର୍ଲ୍ଡ ୱାଣ୍ଟସ୍ ଟୁ ମେକ୍ ଇନ୍ ଇଣ୍ଡିଆ’ଶୀର୍ଷକ ଅନୁଚ୍ଛେଦକୁ ଶେୟାର କରାଯାଇଛି
Posted On:
27 SEP 2024 1:15PM by PIB Bhubaneshwar
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀଶ୍ରୀ ପୀୟୁଷ ଗୋଏଲଙ୍କ ଦ୍ୱାରା ଲେଖାଯାଇଥିବା ଏକ ଅନୁଚ୍ଛେଦ “ଦୱାର୍ଲ୍ଡ ୱାଣ୍ଟସ୍ ଟୁ ମେକ୍ ଇନ୍ ଇଣ୍ଡିଆ” କୁ ଶେୟାର କରାଯାଇଛି ।
କେନ୍ଦ୍ର ମନ୍ତ୍ରୀଙ୍କ ଏକ୍ସ ପୋଷ୍ଟକୁ ଶେୟାର କରି ପ୍ରଧାନମନ୍ତ୍ରୀଙ୍କକାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି;
“କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ୍ ମେକ୍ଇନ୍ଇଣ୍ଡିଆ ମିଶନ୍ କିପରିଭାରତକୁ ଏକ ପ୍ରମୁଖ ପସନ୍ଦଯୋଗ୍ୟ ପୁଞ୍ଜିନିବେଶ ସ୍ଥାନ ଭାବେପ୍ରତିଷ୍ଠିତ କରିପାରିଛି ସେ ବିଷୟରେ ଆଲୋକପାତ କରିଛନ୍ତି । ଏହାଦ୍ୱାରା ବିଶେଷକରି ଏମ୍ଏସ୍ଏମ୍ଇଏସ୍ ସହିତ ବାଣିଜ୍ୟ ଜଗତଉଚ୍ଚମାନର ସାମଗ୍ରୀ ଉତ୍ପାଦନକ୍ଷମ ହେବା ସହ ବିଭିନ୍ନ କ୍ଷେତ୍ରକୁ ନିମ୍ନମାନର ଉତ୍ପାଦ ଆମଦାନୀକାରୀଙ୍କ ଠାରୁ ବିଶ୍ୱ ସ୍ତରୀୟ ଦ୍ରବ୍ୟରପ୍ତାନିକାରୀ ଭାବରେ ରୂପାନ୍ତର କରିଛି ।”
SR
(Release ID: 2060004)
Read this release in:
Tamil
,
Telugu
,
Marathi
,
English
,
Urdu
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Kannada
,
Malayalam