ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନିଜ ବାସଭନରେ ଜନ୍ମିତ ବାଛୁରୀର ନାମ ‘ଦୀପଜ୍ୟୋତି’ ରଖିଲେ ପ୍ରଧାନମନ୍ତ୍ରୀ

Posted On: 14 SEP 2024 12:21PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ନବ ଜନ୍ମିତ ବାଛୁରୀକୁ ‘ଦୀପଜ୍ୟୋତି’ ଭାବେ ନାମକରଣ କରିଛନ୍ତି । 

ଏକ୍ସ ରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ଆମ ଶାସ୍ତ୍ରରେ କୁହାଯାଇଛି- ଗାବଃ ସର୍ବ ସୁଖପ୍ରଦାଃ ’ । 

ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପରିବାରର ଏକ ନୂତନ ସଦସ୍ୟର ଆଗମନ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୋମାତା ଏକ ବାଛୁରୀକୁ ଜନ୍ମ ଦେଇଛନ୍ତି, ଯାହାର ମସ୍ତକରେ ଜ୍ୟୋତିର ଚିହ୍ନ ରହିଛି ।

ତେଣୁ ମୁଁ ତାର ନାମ ‘ଦୀପଜ୍ୟୋତି’ ରଖିଛି ।”

SR/Swadhin



(Release ID: 2055049) Visitor Counter : 54