ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶିକ୍ଷକ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 05 SEP 2024 8:07AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିକ୍ଷକ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସେ ମଧ୍ୟ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ରାଧାକ୍ରିଷ୍ଣନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ତାଙ୍କର ଜୟନ୍ତୀକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଉଛି ।

ଏକ୍ସରେ ଏକ ଭିଡିଓ ଶେୟାର କରି ଶ୍ରୀ ମୋଦୀ କହିଛନ୍ତି;

“ଶିକ୍ଷକ ଦିବସର ଶୁଭେଚ୍ଛା, ଯୁବ ମାନସିକତାକୁ ସଠିକ ମାର୍ଗ ଦେଖାଉଥିବା ସମସ୍ତ ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇବାର ଏକ ଉତ୍ସବ । ଡ. ରାଧାକ୍ରିଷ୍ଣନ୍‌ଙ୍କୁ ତାଙ୍କର ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ।”

 

 

SR      



(Release ID: 2052138) Visitor Counter : 14