ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ କ୍ଲବ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଣବ ସୁର୍‌ମାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 05 SEP 2024 8:05AM by PIB Bhubaneshwar

 

ପ୍ୟାରିସ୍ ପାରାଲିମ୍ପିକ୍ସ ପୁରୁଷ କ୍ଲବ୍ ଥ୍ରୋ ଏଫ୍‌୫୧ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଥଲେଟ୍ ପ୍ରଣବ ସୁର୍‌ମାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୃଢ଼ତା ଏବଂ ଉଦ୍ୟମର ପ୍ରଶଂସା କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ କ୍ଲବ ଥ୍ରୋ ଏଫ୍‌୫୧ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଣବ ସୁର୍‌ମାଙ୍କୁ ଅଭିନନ୍ଦନ! ତାଙ୍କର ଏହି ସଫଳତା ଅଗଣିତ ଯୁବପିଢ଼ୀଙ୍କୁ ଉତ୍ସାହିତ କରିବ । ତାଙ୍କର ପରିଶ୍ରମ ଏବଂ ଦୃଢ଼ତା ପ୍ରଶଂସନୀୟ ।  #Cheer4Bharat

 

 

SR     


(रिलीज़ आईडी: 2052137) आगंतुक पटल : 69
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Kannada , Malayalam