ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରୋଞ୍ଜ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ମନିଷା ରାମଦାସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
02 SEP 2024 9:13PM by PIB Bhubaneswar
ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସ୨୦୨୪ର ମହିଳା ବ୍ୟାଡମିଣ୍ଟରନ ଏସୟୁ୫ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୀଷା ରାମଦାସଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ପାରାଅଲିମ୍ପିକ୍ସର ବ୍ୟାଡମିଣ୍ଟନ ଏସ୍ୟୁ୫ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିମା ମନୀଷା ରାମଦାସଙ୍କ ଉତ୍କୃଷ୍ଟ ପ୍ରୟାସ! ତାଙ୍କ ସମର୍ପଣ ଭାବନା ଓ ଦୃଢ଼ତା ଏହି ଅସାଧାରଣ ସଫଳତା ଆଣିଛି । ତାଙ୍କୁ ଅଭିନନ୍ଦନ
#Cheer4Bharat”
SR
(ରିଲିଜ ଆଡି: 2051119)
ପରିଦର୍ଶକ କାଉଣ୍ଟର : 52
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam