ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ ଧନ ଯୋଜନାର ସଫଳତାର ଏକ ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 AUG 2024 1:30PM by PIB Bhubaneswar

ବିତ୍ତୀୟ ସମାବେଶନ କାର୍ଯ୍ୟକ୍ରମକୁ ଆଜି ୧୦ ବର୍ଷ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ ଧନ ଯୋଜନାର ୧୦ଟି ଆକର୍ଷଣୀୟ ତଥ୍ୟ ଉପରେ ଏକ ପୋଷ୍ଟ ଶେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଜନ ଧନ ଯୋଜନାର ସଫଳତାର ଏକ ଝଲକ, ଏହି ସୂତ୍ରରେ ସୃଜନଶୀଳ ଭାବରେ ଉପସ୍ଥାପିତ କରାଯାଇଛି । #10YearsOfJanDhan"”

 

SR     


(ରିଲିଜ ଆଡି: 2049386) ପରିଦର୍ଶକ କାଉଣ୍ଟର : 82