ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ୟାରିସ୍ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ରେସ୍‌ଲର୍ ଅମନ୍ ସେରାୱତ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 09 AUG 2024 11:43PM by PIB Bhubaneshwar

 

ଫ୍ରାନ୍ସର ପ୍ୟାରିସ୍ରେ ଚାଲିଥିବା ଅଲମ୍ପିକ୍ସରେ ପୁରୁଷ ଫ୍ରି-ଷ୍ଟାଇଲ୍ ୫୭ କିଲୋ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରେସ୍ଲର୍ ଅମନ୍ ସେରାୱତ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଅଧିକ ଗର୍ବର ବିଷୟ, ଆମର ରେସ୍ଲର୍ମାନଙ୍କୁ ଧନ୍ୟବାଦ !

ପ୍ୟାରିସ୍ ଅଲମ୍ପିକ୍ସରେ ପୁରୁଷ ଫ୍ରି-ଷ୍ଟାଇଲ୍ ୫୭ କିଲୋ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅମନ ସେରାୱତ୍ଙ୍କୁ ଅଭିନନ୍ଦନ। ଏହି ସଫଳତାରୁ ତାଙ୍କର କଠିନ ପରିଶ୍ରମ ସାଧନା ସମ୍ପର୍କରେ ସ୍ପଷ୍ଟ ଜଣାପଡୁଛି ତାଙ୍କର ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ଆଜି ସାରା ଦେଶ ବିଜୟ ଖୁସି ମନାଉଛି

 

SR


(रिलीज़ आईडी: 2043984) आगंतुक पटल : 83
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Hindi_MP , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam