ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଯାମିନୀ କୃଷ୍ଣମୂର୍ତ୍ତିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 04 AUG 2024 2:14PM by PIB Bhubaneswar

 

ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା . ଯାମିନୀ କୃଷ୍ଣମୂର୍ତ୍ତିଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି, ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ଦିଗରେ . କୃଷ୍ଣମୂର୍ତ୍ତି ଅନେକ କାମ କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

. ଯାମିନୀ କୃଷ୍ଣମୂର୍ତ୍ତିଙ୍କ ନିଧନରେ ମୁଁ ମର୍ମାହତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ ଦକ୍ଷତା ପରବର୍ତ୍ତୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରିଛି ଏହା ଆମ ସାଂସ୍କୃତିକ ଚିତ୍ରରେ ବଡ଼ ଛାପ ଛାଡ଼ିଦେଇଛି ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ଦିଗରେ ସେ ବହୁତ କାମ କରିଛନ୍ତି ତାଙ୍କ ପରିବାର ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ଓମ୍ ଶାନ୍ତି

SR


(ରିଲିଜ ଆଡି: 2041339) ପରିଦର୍ଶକ କାଉଣ୍ଟର : 63