ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତି ଭବନରେ ରାଜ୍ୟପାଳଙ୍କ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 02 AUG 2024 2:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଯୋଗଦେଇଥିଲେ । ରାଜ୍ୟପାଳମାନେ କିପରି ବିକାଶକୁ ତ୍ୱରାନ୍ୱିତ କରିପାରିବେ ଏବଂ ସମାଜକୁ ସେବା  କରିପାରିବେ ସେ ବିଷୟରେ ଆଲୋଚନା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଫୋରମ୍ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆଜି ସକାଳେ ରାଜ୍ୟପାଳଙ୍କ ସମ୍ମିଳନୀରେ ଯୋଗଦେଇଥିଲି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଫୋରମ୍‌, ଯେଉଁଥିରେ ରାଜ୍ୟପାଳମାନେ କିପରି ବିକାଶ ତ୍ୱରାନ୍ୱିତ କରିବା ସହ ସମାଜର ଉନ୍ନତି କରିପାରିବେ ସେ ବିଷୟରେ ଆମେ ଆଲୋଚନା କରିଥିଲୁ ।”

 

SR   


(रिलीज़ आईडी: 2040684) आगंतुक पटल : 72
इस विज्ञप्ति को इन भाषाओं में पढ़ें: Tamil , English , Urdu , हिन्दी , Hindi_MP , Marathi , Manipuri , Assamese , Bengali , Punjabi , Gujarati , Telugu , Kannada , Malayalam