ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତିଷ୍ଠା ଦିବସରେ ସିଆରପିଏଫ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 27 JUL 2024 10:07AM by PIB Bhubaneswar

 

ସିଆରପିଏଫର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଆରପିଏଫ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ସେମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ଦେଶ ସେବା ବାସ୍ତବରେ ପ୍ରଶଂସନୀୟ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ସେମାନଙ୍କ ପ୍ରତିଷ୍ଠା ଦିବସରେ ସମସ୍ତ @crpfindia ଯବାନମାନଙ୍କୁ ମୋର ଶୁଭେଚ୍ଛା । ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ଦେଶସେବା ବାସ୍ତବରେ ପ୍ରଶଂସନୀୟ । ସାହସ ଓ ପ୍ରତିବଦ୍ଧତାର ସର୍ବୋଚ୍ଚ ଉଦାହରଣ ଭାବେ ସେମାନେ ସର୍ବଦା ଛିଡ଼ା ହୋଇଥାନ୍ତି । ଦେଶକୁ ସୁରକ୍ଷିତ ରଖିବା ଦିଗରେ ସେମାନଙ୍କ ଭୂମିକା ଅନନ୍ୟ ।”

SR


(ରିଲିଜ ଆଡି: 2037968) ପରିଦର୍ଶକ କାଉଣ୍ଟର : 120