ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ
ଜୁଲାଇ ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସରକାର
ପୋଷ୍ଟ କରାଯିବା ଦିନାଙ୍କ:
16 JUL 2024 3:53PM by PIB Bhubaneswar
ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ ସଂସଦର ଉଭୟ ଗୃହରେ ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକ କରିବେ। ୨୧ ଜୁଲାଇ, ୨୦୨୪ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ଆନେକ୍ସର ମୁଖ୍ୟ କମିଟି କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ।
ସଂସଦର ବଜେଟ୍ ଅଧିବେଶନ ୨୨ ଜୁଲାଇ, ୨୦୨୪ରୁ ଆରମ୍ଭ ହେବ ଏବଂ ସରକାରୀ କାର୍ଯ୍ୟର ଆବଶ୍ୟକତା ଅନୁଯାୟୀ ଅଧିବେଶନ ୧୨ ଅଗଷ୍ଟ, ୨୦୨୪ରେ ଶେଷ ହୋଇପାରେ ।
BS
(ରିଲିଜ ଆଡି: 2033753)
ପରିଦର୍ଶକ କାଉଣ୍ଟର : 116
ଏହି ରିଲିଜ ପଢନ୍ତୁ :
Bengali
,
Assamese
,
English
,
Urdu
,
Marathi
,
हिन्दी
,
Hindi_MP
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada