ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ଉପ-ରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 25 JUN 2024 3:42PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ଉପ-ରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କୟା ନାଇଡୁଙ୍କୁ ଭେଟିଛନ୍ତି ।

ଏହି ଅବସରରେ ଶ୍ରୀ ନାଇଡୁଙ୍କର ଜ୍ଞାନ ଏବଂ ଦେଶର ପ୍ରଗତି ପାଇଁ ଆଗ୍ରହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଶ୍ରୀ ଏମ୍‌. ଭେଙ୍କୟା ନାଇଡୁ ଗାରୁଙ୍କୁ ଭେଟିଥିଲି । ମୁଁ ତାଙ୍କ ସହ ଦଶନ୍ଧି ଧରି କାମ କରିବାର ସୁଯୋଗ ପାଇଛି ଏବଂ ତାଙ୍କର ଜ୍ଞାନ ଓ ଭାରତର ପ୍ରଗତି ପାଇଁ ଉତ୍ସାହକୁ ସବୁବେଳେ ପ୍ରଶଂସା କରିଆସିଛି ।

ଆମର ତୃତୀୟ କାର୍ଯ୍ୟକାଳ ପାଇଁ ଭେଙ୍କୟା ଗାରୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।”

    SR



(Release ID: 2028683) Visitor Counter : 11