ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତାଡାସନର ଭିଡିଓ କ୍ଲିପ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
13 JUN 2024 9:47AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଡାସନ ବା ତାଳ ଗଛର ମୁଦ୍ରା ଉପରେ ଏକ ଭିଡିଓ କ୍ଲିପ୍ ପୋଷ୍ଟ କରିଛନ୍ତି ।
ଜୁନ୍ ୨୧ ରେ ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପୂର୍ବରୁ ସେୟାର କରାଯାଇଥିବା ଏହି କ୍ଲିପରେ ତାଡ଼ାସନର ସ୍ୱାସ୍ଥ୍ୟ ଉପକାରିତା ଏବଂ ସୋପାନ ବିଷୟରେ ବର୍ଣ୍ଣନା କରାଯାଇଛି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
"ତାଡାସନ ଶରୀର ପାଇଁ ବହୁତ ଭଲ ଅଟେ । ଏହା ଶରୀର ପାଇଁ ଅଧିକ ଶକ୍ତି ଏବଂ ଉନ୍ନତ ସଂଯୋଜନା ସୁନିଶ୍ଚିତ କରିଥାଏ।
BS
(Release ID: 2025032)
Visitor Counter : 53
Read this release in:
English
,
Urdu
,
Marathi
,
Hindi
,
Hindi_MP
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam