ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦରେ ୧,୩୯,୭୫୦ କୋଟି ଟଙ୍କା ଦେଲେ କେନ୍ଦ୍ର ସରକାର


ଟିକସ ହସ୍ତାନ୍ତର ବାବଦରେ ଓଡ଼ିଶାକୁ ମିଳିବ ୬୩୨୭ କୋଟି ୯୨ ଲକ୍ଷ ଟଙ୍କା

ଆଜିର କିସ୍ତିକୁ ମିଶାଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୦୨୪ ଜୁନ୍ ୧୦ ତାରିଖ ସୁଦ୍ଧା ରାଜ୍ୟଗୁଡ଼ିକୁ ମୋଟ ୨,୭୯,୫୦୦ କୋଟି ଟଙ୍କା ହସ୍ତାନ୍ତର

Posted On: 10 JUN 2024 9:19PM by PIB Bhubaneshwar

କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦକୁ ଚଳିତ ମାସ ମୋଟ୍‌ ,୩୯,୭୫୦ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୨୦୨୪ ଜୁନ୍ ମାସର ନିୟମିତ ବିତରଣ ରାଶି ପ୍ରଦାନ ବ୍ୟତୀତ ଗୋଟିଏ ଅତିରିକ୍ତ କିସ୍ତି ପ୍ରଦାନ କରାଯିବଏହା ଦ୍ୱାରା ରାଜ୍ୟ ସରକାରମାନେ ବିକାଶ ଏବଂ ପୁଞ୍ଜି ବ୍ୟୟକୁ ତ୍ୱରାନ୍ୱିତ କରିପାରିବେ ।

ଟିକସ ହସ୍ତାନ୍ତର ବାବଦରେ ଓଡ଼ିଶାକୁ ୬୩୨୭ କୋଟି ୯୨ ଲକ୍ଷ ଟଙ୍କା ମିଳିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

୨୦୨୪-୨୫ ଅନ୍ତରୀଣ ବଜେଟରେ ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର ବାବଦରେ ୧୨,୧୯,୭୮୩ କୋଟି ଟଙ୍କା ପ୍ରଦାନ କରିବା ଲାଗି ବ୍ୟବସ୍ଥା ରହିଛି।

ଏହି କିସ୍ତି ଜାରି ହେବା ସହିତ ୧୦ ଜୁନ୍ ୨୦୨୪ ସୁଦ୍ଧା ରାଜ୍ୟଗୁଡ଼ିକୁ (୨୦୨୪-୨୫ ଆର୍ଥିକ ବର୍ଷ ପାଇଁ) ମୋଟ ୨,୭୯,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରାଜ୍ୟଭିତ୍ତିକ ଅର୍ଥରାଶି ପରିମାଣ ନିମ୍ନରେ ଦର୍ଶାଯାଇଛି:

 

Sl.No.

State

Tax Devolved on 10th June, 2024

1

Andhra Pradesh

5655.72

2

Arunachal Pradesh

2455.44

3

Assam

4371.38

4

Bihar

14056.12

5

Chhattisgarh

4761.30

6

Goa

539.42

7

Gujarat

4860.56

8

Haryana

1527.48

9

Himachal

1159.92

10

Jharkhand

4621.58

11

Karnataka

5096.72

12

Kerala

2690.20

13

Madhya Pradesh

10970.44

14

Maharashtra

8828.08

15

Manipur

1000.60

16

Meghalaya

1071.90

17

Mizoram

698.78

18

Nagaland

795.20

19

Odisha

6327.92

20

Punjab

2525.32

21

Rajasthan

8421.38

22

Sikkim

542.22

23

Tamil Nadu

5700.44

24

Telangana

2937.58

25

Tripura

989.44

26

Uttar Pradesh

25069.88

27

Uttarakhand

1562.44

28

West Bengal

10513.46

 

TOTAL

139750.92

 

********

P.S.


(Release ID: 2023875) Visitor Counter : 203