ନିର୍ବାଚନ ଆୟୋଗ

ଲୋକସଭା ନିର୍ବାଚନ 2024 ର ସପ୍ତମ ପର୍ଯ୍ୟାୟରେ 08 ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର 904 ପ୍ରାର୍ଥୀ ନିର୍ବାଚନ ଲଢ଼ିବେ


ପର୍ଯ୍ୟାୟ 7 ପାଇଁ 08 ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ର ପାଇଁ 2105 ନାମାଙ୍କନ ଫର୍ମ ଦାଖଲ

Posted On: 22 MAY 2024 1:15PM by PIB Bhubaneshwar

କସଭା ନିର୍ବାଚନ 2024 ର ସପ୍ତମ ପର୍ଯ୍ୟାୟରେ 08 ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ 904 ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । 01 ଜୁନ୍ 2024 ରେ ନିର୍ବାଚନ ହେବାକୁ ଯାଉଛି। ଲୋକସଭା ନିର୍ବାଚନ 2024ର ସପ୍ତମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ 08 ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ର ପାଇଁ ମୋଟ୍ 2105 ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ସମସ୍ତ 08 ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପର୍ଯ୍ୟାୟ 7 ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ 14 ମେ 2024 ରହିଥିଲା। ଦାଖଲ କରାଯାଇଥିବା ସମସ୍ତ ନାମାଙ୍କନର ଯାଞ୍ଚ ପରେ 954 ନାମାଙ୍କନ ବୈଧ ବିବେଚିତ ହୋଇଛି।

ପର୍ଯ୍ୟାୟ 7 ରେ ପଞ୍ଜାବରେ 13 ସଂସଦୀୟ ନିର୍ବାଚନ କ୍ଷେତ୍ରରୁ ସର୍ବାଧିକ 598 ନାମାଙ୍କନ ଫର୍ମ ରହିଥିଲା, ଏହାପରେ ଉତ୍ତର ପ୍ରଦେଶରେ 13 ନିର୍ବାଚନ କ୍ଷେତ୍ରରୁ 495 ନାମାଙ୍କନ ରହିଥିଲା। ବିହାରର 36 ଜାହାନାବାଦ ନିର୍ବାଚନ କ୍ଷେତ୍ରରୁ ସର୍ବାଧିକ 73 ନାମାଙ୍କନ ପତ୍ର ମିଳିଛି, ଏହାପରେ ପଞ୍ଜାବର 7- ଲୁଧିୟାନା ସଂସଦୀୟ କ୍ଷେତରୁ 70 ନାମାଙ୍କନ ପତ୍ର ପ୍ରାପ୍ତ ହୋଇଛି। 7ମ ପର୍ଯ୍ୟାୟ ପାଇଁ ଏକ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା 16 ଅଟେ।

 

ଲୋକସଭା ନିର୍ବାଚନ 2024 ର 7ମ ପର୍ଯ୍ୟାୟ ସାଧାରଣ ନିର୍ବାଚନର ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳୱାରି ବିବରଣୀ

Sl. No.

State/UT

Number of PCs in 7th Phase

Nomination forms received

Valid candidates after scrutiny

After withdrawal, final Contesting Candidates

 

 

 

 

1

Bihar

8

372

138

134

 

 

2

Chandigarh

1

33

20

19

 

 

3

Himachal Pradesh

4

80

40

37

 

 

4

Jharkhand

3

153

55

52

 

 

5

Odisha

6

159

69

66

 

 

6

Punjab

13

598

353

328

 

 

7

Uttar Pradesh

13

495

150

144

 

 

8

West Bengal

9

215

129

124

 

 

 

Total

57

2105

954

904

 

 

******

 

BS



(Release ID: 2021312) Visitor Counter : 134