ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁଟୁ୍ୟବରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ନମୋ ଭାରତ ଭିଡିଓକୁ ପ୍ରାଧାମନ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
12 MAR 2024 9:20PM by PIB Bhubaneswar
ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନମୋ ଭାରତ ଟ୍ରେନର ପୂର୍ବ ପେରିଫେରାଲ ଏକ୍ସପ୍ରେସ୍େଓ୍ବ ଅତିକ୍ରମ କରିବା ସମୟରେ ପ୍ରସ୍ତୁତ କରାଯାଇଥିବା ଭିଡିଓର ପ୍ରଶଂସା କରିଛନ୍ତି। ଏହି ଭିଡିଓକୁ ୟୁଟୁ୍ୟବର ଶ୍ରୀ ମୋହିତ କୁମାରଙ୍କ ଦ୍ବାରା ସୁଟିଂ କରାଯାଥିଲା। ଶ୍ରୀ କୁମାର ଭିତିଭୂମି ପ୍ରକଳ୍ପ ସହ ସକ୍ତ ଭିଡିଓ ତିଆରି କରନ୍ତି।
ୟୁଟୁ୍ୟବର୍ ଶ୍ରୀ ମୋହିତ କୁମାରଙ୍କ ଭିଡିଓ ଉପରେ ନିଜର ମତାମତ ଦେଇ ପ୍ରଧାନମନ୍ରୀ କହିଛନ୍ତି ;
“ ଭିଡିଓଟି ଉଚ୍ଚମାନର....
ବର୍ତମାନ ସମୟରେ ଆପଣଙ୍କର ଭିଡିଓ ନୂଆ ଭାରତର ଏକ ବିକଶିତ ଦିଗକୁ ଦର୍ଶାଉଛି, ଯାହାକୁ ଆମେମାନେ ଏକତ୍ର ନିର୍ମାଣ କରୁଛୁ।”
(ରିଲିଜ ଆଡି: 2014285)
ପରିଦର୍ଶକ କାଉଣ୍ଟର : 123
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam