ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ର ନିର୍ମାଣ ରେ ନିଷ୍ଠା ଏବଂ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଦୂତ ମାନଙ୍କୁ ପ୍ରଶଂସା କରିଛନ୍ତି

प्रविष्टि तिथि: 08 MAR 2024 2:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିକଶିତ ଭାରତ ଦୂତମାନଙ୍କର ସଂକଳ୍ପ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜେ ଇରାନୀଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି ।

ରାଷ୍ଟ୍ର ନିର୍ମାଣ ଦିଗରେ ସଂକଳ୍ପ ଓ ପ୍ରତିବଦ୍ଧତା ପାଇଁ ମୁଁ #Viksit Bharat Ambassador ମାନଙ୍କୁ ପ୍ରଶଂସା କରୁଛି। ଆମ ନାରୀ ଶକ୍ତିର ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ ଭାବରେ ଏକ ବିକଶିତ ଏବଂ ସଶକ୍ତ ଭାରତ ହାସଲ କରିବା ଦିଗରେ ଆମର ଯାତ୍ରାକୁ ତ୍ୱରାନ୍ୱିତ କରିବ । "

 

BS


(रिलीज़ आईडी: 2012927) आगंतुक पटल : 91
इस विज्ञप्ति को इन भाषाओं में पढ़ें: Bengali , Kannada , English , Urdu , हिन्दी , Marathi , Manipuri , Assamese , Punjabi , Gujarati , Tamil , Telugu , Malayalam