ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନମୋ ଡ୍ରୋନ୍ ଦିଦିମାନେ ଉଦ୍ଭାବନ, ପ୍ରଯୁଜ୍ୟତା ଏବଂ ଆତ୍ମନିର୍ଭରଶୀଳତାର ଚାମ୍ପିୟନ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 MAR 2024 2:24PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନମୋ ଡ୍ରୋନ୍ ଦିଦିମାନଙ୍କ ଉଦ୍ଭାବନ, ପ୍ରଯୁଜ୍ୟତା ଏବଂ ଆତ୍ମନିର୍ଭରଶୀଳତା ପାଇଁ ପ୍ରଶଂସା କରିଛନ୍ତି । ଏହି ପ୍ରସଙ୍ଗରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି -
ନମୋ ଡ୍ରୋନ୍ ଦିଦିମାନେ ଉଦ୍ଭାବନ, ପ୍ରଯୁଜ୍ୟତା ଏବଂ ଆତ୍ମନିର୍ଭରଶୀଳତାର ଚାମ୍ପିୟନ। ଆମ ସରକାର ମହିଳା ସଶକ୍ତୀକରଣ ପାଇଁ ଡ୍ରୋନର ଶକ୍ତିର ଉପଯୋଗ କରୁଛନ୍ତି।
BS
(ରିଲିଜ ଆଡି: 2012925)
ପରିଦର୍ଶକ କାଉଣ୍ଟର : 140
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam