ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବୀର ସାଭରକରଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 26 FEB 2024 9:07AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୀର ସାଭରକରଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବୀର ସାଭରକରଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି । ଦେଶର ସ୍ୱାଧୀନତା ଏବଂ ଅଖଣ୍ଡତା ପାଇଁ ତାଙ୍କ ବୀରତ୍ୱ ଏବଂ ଅତୁଟ ସମର୍ପଣକୁ ଭାରତ ସର୍ବଦା ମନେ ରଖିବ । ତାଙ୍କ ଯୋଗଦାନ ଆମକୁ ନିଜ ଦେଶର ବିକାଶ ଏବଂ ସମୃଦ୍ଧି ପାଇଁ ପ୍ରୟାସ କରିବା ଲାଗି ପ୍ରେରିତ କରିବ ।’

 

 SR


(रिलीज़ आईडी: 2009069) आगंतुक पटल : 91
इस विज्ञप्ति को इन भाषाओं में पढ़ें: Assamese , Kannada , English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Malayalam