ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୫୦୦ ଟେଷ୍ଟ ୱିକେଟ ନେଇଥିବାରୁ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 16 FEB 2024 8:37PM by PIB Bhubaneshwar

୫୦୦ ଟେଷ୍ଟ ୱିକେଟ ନେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ସେ କହିଛନ୍ତି, ଅଶ୍ୱିନଙ୍କ ଯାତ୍ରା ଏବଂ ଉପଲବ୍ଧି ତାଙ୍କ ଦକ୍ଷତା ଓ ଦୃଢ଼ତାର ପ୍ରମାଣ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୫୦୦ ଟେଷ୍ଟ ୱିକେଟ ନେବା ଭଳି ଅସାଧାରଣ ଉପଲବ୍ଧି ପାଇଁ ଅଭିନନ୍ଦନ! ତାଙ୍କ ଯାତ୍ରା ଏବଂ ଉପଲବ୍ଧି ତାଙ୍କ ଦକ୍ଷତା ଏବଂ ଦୃଢ଼ତାର ପ୍ରମାଣ । ସେ ଆଗକୁ ଆହୁରି ଶୀର୍ଷକୁ ଯାଆନ୍ତୁ, ଏଥିପାଇଁ ତାଙ୍କୁ ମୋର ଶୁଭକାମନା ।’

 

SR


(रिलीज़ आईडी: 2006990) आगंतुक पटल : 91
इस विज्ञप्ति को इन भाषाओं में पढ़ें: Kannada , Tamil , Malayalam , Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Telugu