ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏନର୍ଜୀ ସେକ୍ଟରର ପ୍ରମୁଖ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

प्रविष्टि तिथि: 06 FEB 2024 9:30PM by PIB Bhubaneshwar

ଗୋଆରେ ଇଣ୍ଡିଆ ଏନର୍ଜୀ ସପ୍ତାହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶକ୍ତି କ୍ଷେତ୍ରର ପ୍ରମୁଖ ସିଇଓମାନଙ୍କ ସହ ଆଜି ଆଲୋଚନା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଇଣ୍ଡିଆ ଏନର୍ଜୀ ସପ୍ତାହରେ ଶକ୍ତି କ୍ଷେତ୍ରର ଶୀର୍ଷ ସିଇଓମାନଙ୍କ ସହ କଥାବାର୍ତ୍ତା ହୋଇଛି । ଏହି କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ବ୍ୟାପକ ସୁଯୋଗ ଉପରେ ଆଲୋକପାତ କରାଯିବା ସହ ସୁଧାରକୁ ପ୍ରୋତ୍ସାହିତ କରିବା ଲାଗି ଆମର ପ୍ରତିବଦ୍ଧତାକୁ ଦୋହରାଯାଇଛି, ଯାହାଦ୍ୱାରା ବିକାଶକୁ ଆହୁରି ବଳ ମିଳିପାରିବ ।’

 

SR


(रिलीज़ आईडी: 2003464) आगंतुक पटल : 96
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam