ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତଟରକ୍ଷୀ କର୍ମୀଙ୍କୁ ତଟରକ୍ଷା ବାହିନୀର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 01 FEB 2024 9:43AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ତଟରକ୍ଷୀ କର୍ମୀଙ୍କୁ ଭାରତୀୟ ତଟରକ୍ଷା ବାହିନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଭାରତୀୟ ତଟରକ୍ଷା ବାହିନୀର ୪୮ତମ ପ୍ରତିଷ୍ଠା ଦିବସରେ ମୁଁ ଏହାର ସମସ୍ତ ଅଧିକାରୀ ଓ କର୍ମୀଙ୍କୁ ଶୁଭକାମନା ସହ ଅଭିନନ୍ଦନ ଜଣାଉଛି । ସାମୁଦ୍ରିକ ସୁରକ୍ଷା, ଜାତୀୟ ନିରାପତ୍ତା ଏବଂ ପରିବେଶର ଦେଖାରଖା ପ୍ରତି ସେମାନଙ୍କ ଉତ୍ସର୍ଗ ଅଦ୍ୱିତୀୟ । ଭାରତ ସେମାନଙ୍କ ନିରନ୍ତର ସତର୍କତା ଏବଂ ସେବା ପାଇଁ ସେମାନଙ୍କୁ ସଲାମ କରେ ।’

 

SR


(रिलीज़ आईडी: 2001735) आगंतुक पटल : 93
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Bengali-TR , Manipuri , Punjabi , Gujarati , Tamil , Telugu , Kannada , Malayalam