ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଗାମୀ ବର୍ଷ ଗୁଡ଼ିକରେ ଭାରତକୁ ଆହୁରି ବିକଶିତ କରିବାର ଲକ୍ଷ୍ୟ ଉପରେ ଆଲୋକପାତ କରୁଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 JAN 2024 5:15PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଜିର ଅଭିଭାଷଣ ୧୪୦ କୋଟି ଭାରତୀୟଙ୍କ ସାମୂହିକ ଶକ୍ତି ଉପରେ ଆଲୋକପାତ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ବଜେଟ୍ ଅଧିବେଶନ ରାଷ୍ଟ୍ରପତି ଜୀଙ୍କ ବିସ୍ତୃତ ଏବଂ ବ୍ୟାବହାରିକ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା , ଯେଉଁଥିରେ ୧୪୦ କୋଟି ଭାରତୀୟଙ୍କ ସାମୂହିକ ଶକ୍ତି ଉପରେ ଆଲୋକପାତ କରାଯାଇଥିଲା, ଯେଉଁଥିରେ ଆମ ଦେଶ ହାସଲ କରିଥିବା ଅନେକ ସଫଳତାକୁ ଏକ ଶୃଙ୍ଖଳାରେ ଦେଖିବାକୁ ମିଳିଥିଲା । ଆଗାମୀ ବର୍ଷ ଗୁଡ଼ିକରେ ଭାରତକୁ ଆହୁରି ବିକଶିତ କରିବାର ଲକ୍ଷ୍ୟ ଉପରେ ମଧ୍ୟ ଏହି ଅଭିଭାଷଣରେ ଆଲୋକପାତ କରାଯାଇଥିଲା ।

ବଜେଟ୍ ଅଧିବେଶନ ରାଷ୍ଟ୍ରପତି ଜୀଙ୍କ ବିସ୍ତୃତ ଏବଂ ବ୍ୟାବହାରିକ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ ୧୪୦ କୋଟି ଭାରତୀୟଙ୍କ ସାମୂହିକ ଶକ୍ତି ଉପରେ ଆଲୋକପାତ କରାଯାଇଥିଲା, ଯାହା ଆମ ଦେଶ ହାସଲ କରିଥିବା ଅନେକ ସଫଳତାକୁ ଏକ ଶୃଙ୍ଖଳାରେ ଦେଖିବାକୁ ମିଳିଥିଲା । ଏହି ଅଭିଭାଷଣରେ ଆଗାମୀ ବର୍ଷ ଗୁଡ଼ିକରେ ଭାରତକୁ ଆହୁରି ବିକଶିତ କରିବାର ଲକ୍ଷ୍ୟ ଉପରେ ଆଲୋକପାତ କରାଯାଇଥିଲା ।

 

***

SSP


(ରିଲିଜ ଆଡି: 2001550) ପରିଦର୍ଶକ କାଉଣ୍ଟର : 112