ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଥାଇପୁସମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
25 JAN 2024 9:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇପୁସମ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଭଗବାନ ମୁରୁଗାନଙ୍କ ନିକଟରେ ସେ ପ୍ରାର୍ଥନା କରି ଆଶୀର୍ବାଦ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଥାଇପୁସମର ବିଶେଷ ଅବସରରେ ଶୁଭେଚ୍ଛା! ପ୍ରଭୁ ମୁରୁଗାନଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହିଥାଉ । ଏହି ବିଶେଷଦିନ ସମସ୍ତଙ୍କ ପାଇଁ ଶକ୍ତି ଓ ସମୃଦ୍ଧି ଆଣିଦେଉ । ସଭିଏଁ ଖୁସି ଓ ସୁସ୍ଥ ରୁହନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି ।’
SR
(रिलीज़ आईडी: 1999981)
आगंतुक पटल : 97
इस विज्ञप्ति को इन भाषाओं में पढ़ें:
Bengali
,
Kannada
,
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam