ପୋଷ୍ଟ କରାଯିବା ଦିନାଙ୍କ:
25 JAN 2024 9:03PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇପୁସମ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଭଗବାନ ମୁରୁଗାନଙ୍କ ନିକଟରେ ସେ ପ୍ରାର୍ଥନା କରି ଆଶୀର୍ବାଦ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଥାଇପୁସମର ବିଶେଷ ଅବସରରେ ଶୁଭେଚ୍ଛା! ପ୍ରଭୁ ମୁରୁଗାନଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହିଥାଉ । ଏହି ବିଶେଷଦିନ ସମସ୍ତଙ୍କ ପାଇଁ ଶକ୍ତି ଓ ସମୃଦ୍ଧି ଆଣିଦେଉ । ସଭିଏଁ ଖୁସି ଓ ସୁସ୍ଥ ରୁହନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି ।’
SR