ପୋଷ୍ଟ କରାଯିବା ଦିନାଙ୍କ:
23 JAN 2024 9:20AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରାକ୍ରମ ଦିବସରେ ଭାରତର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଜୀବନୀ ଏବଂ ସାହସକୁ ସମ୍ମାନ ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ପରାକ୍ରମ ଦିବସରେ ଭାରତର ଲୋକଙ୍କୁ ଶୁଭକାମନା । ଆଜି ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ତାଙ୍କ ଜୀବନୀ ଏବଂ ସାହସକୁ ସମ୍ମାନ ଜଣାଉଛୁ । ଆମ ଦେଶକୁ ସ୍ୱାଧୀନ କରିବା ଲାଗି ତାଙ୍କ ଅତୁଟ ସମର୍ପଣ ପ୍ରେରଣା ଦେବା ଜାରି ରଖିଛି ।’
SR