ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର ଭଜନ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 JAN 2024 9:51AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର ଭଜନ ସେୟାର କରିଛନ୍ତି । ଭଜନରେ ରାମାୟଣର ଚିରନ୍ତନ ବାର୍ତ୍ତା ରହିଛି ।


ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି –


ରାମାୟଣର ବାର୍ତ୍ତା ସମଗ୍ର ବିଶ୍ୱର ଲୋକଙ୍କୁ ପ୍ରେରଣା ଦେଇଛି। ଏଠାରେ ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର କିଛି ଭଜନ ରହିଛି :





ଶତାବ୍ଦୀ ବିତିଯାଇପାରେ, ସମୁଦ୍ର ଆମକୁ ଅଲଗା କରିପାରେ, କିନ୍ତୁ ପୃଥିବୀର ଅନେକ ସ୍ଥାନରେ ଆମ ପରମ୍ପରାର ହୃଦୟ ଦୃଢ଼ ଭାବରେ ରହିଛି । #ShriRamBhajan"

 

BS


(ରିଲିଜ ଆଡି: 1997861) ପରିଦର୍ଶକ କାଉଣ୍ଟର : 133