ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କବି ମୁନାୱର ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 JAN 2024 12:20PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କବି ଶ୍ରୀ ମୁନାୱର ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ସେ କହିଥିଲେ ଯେ ୟୁପିରେ ଜନ୍ମିତ ଏହି କବି ଉର୍ଦ୍ଦୁ ସାହିତ୍ୟ ଏବଂ କବିତାରେ ସମୃଦ୍ଧ ଅବଦାନ ରଖିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ଶ୍ରୀ ମୁନାୱର ରାଣାଜୀଙ୍କ ବିୟୋଗରେ ମୁଁ ଦୁଃଖିତ । ଉର୍ଦ୍ଦୁ ସାହିତ୍ୟ ଓ କବିତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।
BS
(ରିଲିଜ ଆଡି: 1996245)
ପରିଦର୍ଶକ କାଉଣ୍ଟର : 106
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam