ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ 'ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ' ଉପରେ କେନ୍ଦ୍ରର ଗୁରୁତ୍ବ 'ମେଡ୍ ଇନ୍ ଇଣ୍ଡିଆ' ବ୍ରାଣ୍ଡିଂକୁ ସମଗ୍ର ବିଶ୍ୱରେ ପରିଚିତ କରୁଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 JAN 2024 6:03PM by PIB Bhubaneswar

କେନ୍ଦ୍ର ସରକାରଙ୍କ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ 'ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ' କାରଣରୁ 'ମେଡ୍ ଇନ୍ ଇଣ୍ଡିଆ' ବ୍ରାଣ୍ଡିଂ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ଟ୍ବିଟର ଉପରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ 'ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ' ନୀତି ଉପରେ କେନ୍ଦ୍ରର ଗୁରୁତ୍ୱ କିପରି 'ମେଡ୍ ଇନ୍ ଇଣ୍ଡିଆ' ବ୍ରାଣ୍ଡିଂକୁ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ କରୁଛି ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।

BS


(ରିଲିଜ ଆଡି: 1995070) ପରିଦର୍ଶକ କାଉଣ୍ଟର : 99