ପୋଷ୍ଟ କରାଯିବା ଦିନାଙ୍କ:
02 JAN 2024 5:27PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ଯୁବବର୍ଗଙ୍କ ମଧ୍ୟରେ ନୂଆ ବର୍ଷ ଆରମ୍ଭ କରିବାକୁ ନେଇ ଗର୍ବ ଏବଂ ଖୁସି ବ୍ୟକ୍ତ କରିଛନ୍ତି ।
ସେ ତିରୁଚିରାପଲ୍ଲୀରେ ଭାରତୀଦାସନ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହର ଫଟୋ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ବହୁତ ଖୁସିର କଥା ଯେ ୨୦୨୪ର ମୋର ପ୍ରଥମ ସାର୍ବଜନୀନ କାର୍ଯର୍୍ୟକ୍ରମ ମହାନ ରାଜ୍ୟ ତାମିଲନାଡ଼ୁରେ ହୋଇଛି ଏବଂ ତାହା ପୁଣି ଆମ ଯୁବ ଶକ୍ତିଙ୍କ ଗହଣରେ । ଏଠାରେ ତିରୁଚିରାପଲ୍ଲୀରେ ଭାରତୀଦାସଦ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହର କେତେକ ଝଲକ ।’
SR