ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେ ଗୌଡ଼ା, କର୍ଣ୍ଣାଟକ ଜେଡି(ଏସ୍) ମୁଖ୍ୟ ଏବଂ ଏଚ୍ଡି ରେବାନ୍ନାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Posted On:
21 DEC 2023 12:57PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେ ଗୌଡ଼ା, କର୍ଣ୍ଣାଟକ ଜେଡି(ଏସ୍) ମୁଖ୍ୟ ଏଚ୍ଡି କୁମାରସ୍ୱାମୀ ଏବଂ ଏଚ୍ଡି ରେବାନ୍ନାଙ୍କୁ ଭେଟିଛନ୍ତି ।
ଦେଶର ପ୍ରଗତିରେ ଅନୁକରଣୀୟ ଯୋଗଦାନ ପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍ଡି ଦେବେ ଗୌଡ଼ା, ଶ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ଶ୍ରୀ ଏଚ୍ଡି ରେବାନ୍ନାଙ୍କୁ ଭେଟିଲେ ସବୁବେଳେ ଖୁସି ଲାଗିଥାଏ ।
ଦେଶର ପ୍ରଗତିରେ ଦେବେ ଗୌଡ଼ାଙ୍କ ଅନୁକରଣୀୟ ଯୋଗଦାନକୁ ଭାରତ ସବୁବେଳେ ପ୍ରଶଂସା କରିଥାଏ । ବିବିଧ ନୀତିଗତ ମାମଲାରେ ତାଙ୍କ ବିଚାର ଅନ୍ତର୍ନିହିତ ଏବଂ ଭବିଷ୍ୟବାଦୀ ଅଟେ ।’
SR
(Release ID: 1989247)
Visitor Counter : 69
Read this release in:
Bengali
,
Kannada
,
English
,
Urdu
,
Hindi
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam