ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଶୀ ବିଶ୍ୱନାଥ କରିଡରର ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଖୁସି
ପ୍ରଗତିର ନୂଆ ଉଚ୍ଚତା ଛୁଇଁ କାଶୀ ସମୃଦ୍ଧ ହେବାରେ ଲାଗିଛି: ପ୍ରଧାନମନ୍ତ୍ରୀ
Posted On:
14 DEC 2023 3:00PM by PIB Bhubaneshwar
କାଶୀ ବିଶ୍ୱନାଥ କରିଡରର ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।
ମାଇଗଭ୍ଇଣ୍ଡିଆର ଏକ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଭିତ୍ତିଭୂମି, ସଂସ୍କୃତି, ପର୍ଯ୍ୟଟନ, ବାଣିଜ୍ୟ, ନବସୃଜନ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଗତିର ନୂଆ ଉଚ୍ଚତା ଛୁଇଁ କାଶୀ ସମୃଦ୍ଧ ହେବାରେ ଲାଗିଛି ।’
SR
(Release ID: 1986581)
Read this release in:
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam