ପୋଷ୍ଟ କରାଯିବା ଦିନାଙ୍କ:
10 DEC 2023 6:20PM by PIB Bhubaneswar
ଏକ କବିତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ନାତୁଣୀଙ୍କୁ ପ୍ରଶଂସା କରିଛନ୍ତି ।
ରାଜ୍ୟପାଳଙ୍କ ଏକ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ରଚନାତ୍ମକ ଏବଂ ମନମୋହକ । ତାଙ୍କ ଶବ୍ଦ ମଧ୍ୟ ବେଶ୍ ଉତ୍ସାହକ ।’
SR