ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏକ ମନମୁଗ୍ଧକାରୀ କବିତା ଗାଇଥିବା କୁନି ଗାୟିକାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 10 DEC 2023 6:20PM by PIB Bhubaneshwar

ଏକ କବିତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ନାତୁଣୀଙ୍କୁ ପ୍ରଶଂସା କରିଛନ୍ତି ।

 

ରାଜ୍ୟପାଳଙ୍କ ଏକ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ରଚନାତ୍ମକ ଏବଂ ମନମୋହକ । ତାଙ୍କ ଶବ୍ଦ ମଧ୍ୟ ବେଶ୍ ଉତ୍ସାହକ ।’

 

  SR



(Release ID: 1984891) Visitor Counter : 60