ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ଗର୍‌ବା ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 06 DEC 2023 8:27PM by PIB Bhubaneshwar

ଗୁଜରାଟର ଗର୍‌ବା ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଗର୍‌ବା ହେଉଛି ଜୀବନ, ଏକତା ଏବଂ ଆମ ଗଭୀର ପରମ୍ପରାର ଏକ ଉତ୍ସବ । ଅକ୍ଷୟ ଐତିହ୍ୟ ତାଲିକାରେ ଏହା ସାମିଲ ହେବା ବିଶ୍ୱକୁ ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥାଏ । ଏହି ସମ୍ମାନ ଆମ ଭବିଷ୍ୟତ ପିଢ଼ି ପାଇଁ ଆମର ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ଲାଗି ଏକ ପ୍ରେରଣା । ଏହି ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ଅଭିନନ୍ଦନ ।’

 

  SR



(Release ID: 1983607) Visitor Counter : 52