ପୋଷ୍ଟ କରାଯିବା ଦିନାଙ୍କ:
01 DEC 2023 10:15AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି:
‘ନାଗାଲାଣ୍ଡବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭେଚ୍ଛା । ରାଜ୍ୟର ଆକର୍ଷଣୀୟ ଇତିହାସ, ରଙ୍ଗୀନ ଉତ୍ସବ ଏବଂ ହୃଦୟବାନ ଲୋକେ ବେଶ୍ ପ୍ରଶଂସନୀୟ । ଏହି ଦିନ ନାଗାଲାଣ୍ଡର ବିକାଶ ତଥା ସଫଳତାର ଯାତ୍ରା ସୁଦୃଢ଼ କରୁ ।’
SR