ପୋଷ୍ଟ କରାଯିବା ଦିନାଙ୍କ:
30 NOV 2023 6:00PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ବିକଶିତ ଭାରତର ରାଷ୍ଟ୍ରଦୂତ ହେବାକୁ ଏବଂ ବିକାଶର ବାର୍ତ୍ତା ପ୍ରସାର କରିବାକୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ନମୋ ଆପ୍ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମ୍ବନ୍ଧିତ ଅନେକ ମଜାଦାର ବିଷୟବସ୍ତୁରେ ଭରପୂର ହୋଇଛି । ଭାରତ ସାରା ଲୋକେ ବିକଶିତ ଭାରତର ରାଷ୍ଟ୍ରଦୂତ ହୁଅନ୍ତୁ ଏବଂ ଆପଣ ସଭିଏଁ ଏକ ହେବାକୁ ମୁଁ ଆମନ୍ତ୍ରିତ କରୁଛି । ଆସନ୍ତୁ ବିକାଶର ବାର୍ତ୍ତାକୁ ଆହୁରି ଆଗକୁ ବଢ଼ାଇବା ।’
SR