ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୋଟିଲୋ ଗୀତ ଗାଇଥିôବା ଆଦିତ୍ୟ ଗଦଭିଙ୍କୁ ତାଙ୍କ ସଙ୍ଗୀତ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ବିଶିଷ୍ଟ ଖାଲସି ଗାୟକ ଆଦିତ୍ୟ ଗଦଭିଙ୍କ ସହ ହୋଇଥିବା ସ୍ୱତନ୍ତ୍ର ଆଲୋଚନାକୁ ମଧ୍ୟ ସେ ମନେ ପକାଇଛନ୍ତି
प्रविष्टि तिथि:
03 NOV 2023 9:30PM by PIB Bhubaneshwar
ଗୋଟିଲୋ ଗୀତ ଗାଇଥିବା ବିଶିଷ୍ଟ ଗାୟକ ଆଦିତ୍ୟ ଗଦଭିଙ୍କୁ ତାଙ୍କ ସଙ୍ଗୀତ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦୀ ଗାୟକ ଆଦିତ୍ୟଙ୍କ ସହ ହୋଇଥିବା ସ୍ୱତନ୍ତ୍ର କଥାବାର୍ତ୍ତାକୁ ମଧ୍ୟ ମନେ ପକାଇଛନ୍ତି ।
ମୋଦୀ ଷ୍ଟୋରୀ ଏକ୍ସ ହ୍ୟାଣ୍ଡେଲରେ ଆଦିତ୍ୟ ଗଦଭିଙ୍କ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଛି ।
ଗୋଟିଲୋ ଗୀତ ଗାଇଥିବା ଆଦିତ୍ୟ ଗଦଭି ମଧ୍ୟ ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ।
ମୋଦୀ ଷ୍ଟୋରୀ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଏବେ ଖାଲସି ଶୀର୍ଷରେ ରହିଛି ଏବଂ ଆଦିତ୍ୟ ଗଦଭି ତାଙ୍କ ସଙ୍ଗୀତ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି ।
ଏହି ଭିଡିଓ ଏକ ସ୍ୱତନ୍ତ୍ର ବାର୍ତ୍ତାଳପର ସ୍ମୃତିକୁ ମନେ ପକାଇଦେଇଥାଏ..’
SR
(रिलीज़ आईडी: 1974798)
आगंतुक पटल : 136
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam