ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ପାରା ଗେମ୍ସରେ ଚେସ୍ ରେ ବ୍ରୋଞ୍ଜ ପଦକ ଜିତିଥିବା ହିମାଂଶୀ ରାଠୀ, ସଂସ୍କୃତି ମୋରେ, ଭ୍ରୁଥି ଜୈନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 OCT 2023 8:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ଚେସ୍ ବି-୧ ବର୍ଗ ଦଳରେ କାଂସ୍ୟ ପଦକ ଜିତିଥିବା ହିମାଂଶୀ ରାଠୀ, ସଂସ୍କୃତି ମୋରେ ଏବଂ ଭୃଥି ଜୈନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସୀୟ ପାରା ଗେମ୍ସରେ ମହିଳା ଚେସ୍ ବି-୧ ବର୍ଗ ଦଳରେ ବ୍ରୋଞ୍ଜ ପଦକ ଜିତିଥିବା ହିମାଂଶୀ ରାଠୀ, ସଂସ୍କୃତି ମୋରେ ଓ ଶ୍ରୁତି ଜୈନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ସେମାନଙ୍କ ଦକ୍ଷତା, ସଂକଳ୍ପ ଶକ୍ତି ଓ ନିରନ୍ତର ଉତ୍ସାହ ଦେଶକୁ ଗର୍ବିତ କରିଛି।
BS
(ରିଲିଜ ଆଡି: 1972890)
ପରିଦର୍ଶକ କାଉଣ୍ଟର : 160
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam