ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶୀତଲ ଦେବୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 27 OCT 2023 5:45PM by PIB Bhubaneshwar

:   ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ତୀରନ୍ଦାଜୀ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶୀତଲ ଦେବୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତାଙ୍କର ଏହି ସଫଳତା ତାଙ୍କ ଧୈର୍ଯ୍ୟ ଓ ସଂକଳ୍ପର ପ୍ରମାଣ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି :

ଏସୀୟ ପାରା ଗେମ୍ସରେ ତୀରନ୍ଦାଜୀ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ ଇଭେଣ୍ଟରେ ଅସାଧାରଣ ସ୍ୱର୍ଣ୍ଣ ପଦକ ପାଇଁ ଶୀତଲ ଦେବୀଙ୍କ ପାଇଁ ଗର୍ବିତ। ଏହି ସଫଳତା ତାଙ୍କ ଧୈର୍ଯ୍ୟ ଓ ସଂକଳ୍ପର ପ୍ରମାଣ।

 

BS

 


(रिलीज़ आईडी: 1972886) आगंतुक पटल : 105
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam