ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ପୁରୁଷ ଲଙ୍ଗ ଜମ୍ପ-ଟି୬୪ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଧର୍ମରାଜ ସୋଲାଇରାଜଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 27 OCT 2023 6:48PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଲଙ୍ଗ ଜମ୍ପ-ଟି-୬୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଧର୍ମରାଜ ସୋଲାଇରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଧର୍ମରାଜ ସୋଲାଇରାଜଙ୍କୁ ତାଙ୍କ ସୁବର୍ଣ୍ଣ ସଫଳତା ଏବଂ ଏସୀୟ ପାରା ଗେମ୍ସରେ ପୁରୁଷ ଲଙ୍ଗ ଜମ୍ପ-ଟି-୬୪ରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଅଭିନନ୍ଦନ। ଭାରତ ଆନନ୍ଦିତ ଓ ଗର୍ବିତ । ସେ ଇତିହାସ ସୃଷ୍ଟି କରି ଦେଶକୁ ପ୍ରେରଣା ଦେଇଛନ୍ତି।

  

 

BS


(रिलीज़ आईडी: 1972884) आगंतुक पटल : 98
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam