ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୁପୋଷଣ ବିରୋଧରେ ଲଢ଼େଇରେ କ୍ରାନ୍ତି ଆଣିବା ଲାଗି ପ୍ରଯୁକ୍ତିର ବ୍ୟବହାର ଉପରେ ଏକ ଆର୍ଟିକଲ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
24 OCT 2023 7:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୁପୋଷଣ ବିରୋଧରେ ଲଢ଼େଇରେ କ୍ରାନ୍ତି ଆଣିବା ଲାଗି ପ୍ରଯୁକ୍ତିର ବ୍ୟବହାର କରିବା ଉପରେ ଡା. ଭି.କେ ପଲଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକଲ ଆଜି ସେୟାର କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘କୁପୋଷଣ ବିରୋଧରେ ଆମ ଲଢ଼େଇରେ କ୍ରାନ୍ତି ଆଣିବା ଲାଗି ବୈଷୟିକ ଜ୍ଞାନକୌଶଳର ଉପଯୋଗ! ଏହା ଡକ୍ଟର ଭି.କେ ପଲଙ୍କ ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲେଖ୍ୟ ଯାହା କି କିପରି ଲକ୍ଷ୍ୟପୂର୍ଣ୍ଣ ବା ଟାର୍ଗେଟ ଆଧାରିତ ଏବଂ ଦକ୍ଷ ହସ୍ତକ୍ଷେପ ଦ୍ୱାରା ଏକ ବଡ଼ ପରିବର୍ତ୍ତନ ଆଣିପାରିବ ତାହା ଉପରେ ଆଲୋକପାତ କରିଛି । ଏକାଠି ମିଳିମିଶି ଆମେ ଏକ ସୁସ୍ଥ ଏବଂ ମଜଭୁତ ଭାରତ ନିର୍ମାଣ କରିବା ।’ ’
SR
(रिलीज़ आईडी: 1971803)
आगंतुक पटल : 123
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam