ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ ପାରା ଗେମ୍ସ ୨୦୨୨ରେ କୋନୋ ପୁରୁଷ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଗଜେନ୍ଦ୍ର ସିଂଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 24 OCT 2023 1:36PM by PIB Bhubaneshwar

ଏସୀୟ ପାରା ଗେମ୍ସ ୨୦୨୨ରେ ପାରା କୋନୋ ପୁରୁଷ ଭିଏଲ୨ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଗଜେନ୍ଦ୍ର ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏକ ଉଲ୍ଲେଖନୀୟ ବିଜୟ । ପାରା କୋନୋ ପୁରୁଷ ଭିଏଲ୨ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଗଜେନ୍ଦ୍ର ସିଂଙ୍କୁୁ ଅଭିନନ୍ଦନ । ଭାରତ ଏହି ସଫଳତାକୁ ପ୍ରଶଂସା କରୁଛି । ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’

 

SR



(Release ID: 1971802) Visitor Counter : 56